Fri. Mar 6th, 2026

ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ମିଡ୍ଟାଉନର ବୃକ୍ଷରୋପଣ

429 Views

ରାଉରକେଲା, ୪ା୮ : ରୋଟାରୀ କ୍ଲବ୍ ପକ୍ଷରୁ ଆଜି ଟାଙ୍ଗରପାଲି ଗ୍ରାମରେ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ଲବ୍ କର୍ମଚାରୀବୃନ୍ଦ ଆଜି ପୂର୍ବାହ୍ନରେ ଏହି ଗ୍ରାମରେ ଅନ୍ୟୁନ ୨୦ଟି ଚାରା ରୋପଣ କରିଛନ୍ତି ।

ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ଡା. ପିକେ ବର୍ମା, ଆରକେ ବଜିର, ସଭାପତି ସତୀଶ ଅଗ୍ରୱାଲ, ମୁକେଶ ବଜିକା, ସୁବୋଧ ମେହେର, ଗୌତମ ଶର୍ମା, ବିକେ ପରମାର, ନରେନ୍ଦ୍ର କୌର, ମଞ୍ଜିତ ସିଂ ଅରୋରା, ଆଲୋକ ବାଗାଡ଼ିଆ, ଅସୀମ ମହାନ୍ତି. ସଞ୍ଜୟ ଅଗ୍ରୱାଲ, ଅରୁଣ ବର୍ମା, ନିତୁ ଅଗ୍ରୱାଲ, ପୂଜା ଅଗ୍ରୱାଲ, ମିତାଲି ମହାନ୍ତି ସମେତ ବହୁ କର୍ମକର୍ତ୍ତା ବୃକ୍ଷରୋପଣ କରିବା ସହ ଏହାର ଯତ୍ନ ନେବା ଲାଗି ଶପଥ ପାଠ କରିଥିଲେ ।

Related Post