ମୁମ୍ବାଇ: ନ୍ୟୁୟର୍କରେ କର୍କଟ ରୋଗ ପାଇଁ ଚିକିତ୍ସିତ ହେଉଥିବା ଋଷି କପୁର ତାଙ୍କ ସହ ସମୟ ଅତିବାହିତ କରିଥିବା କାରଣରୁ ବଲିଉଡ୍ ଅଭିନେତ୍ରୀ ଜେନେଲିଆ, ତାଙ୍କ ପତି ରିତେଶ ଦେଶମୁଖ ଓ ଅନୁପମ ଖେର୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଏକ ଟ୍ଵିଟ୍ କରି ଲେଖିଛନ୍ତି, ‘ଆମ ପାଖକୁ ଆସିଥିବା ହେତୁ ଅନୁପମ୍ ଖେର୍, ରିତେଶ ଓ ଜେନେଲିଆଙ୍କୁ ଧନ୍ୟବାଦ୍। ସମସ୍ତଙ୍କୁ ଭଲପାଇବା।’
Thank you @AnupamPKher @Riteishd @geneliad for visiting us. What an inspirational saga Riteish pleas publish it. Love all of you
Thank you for a fantastic evening @chintskap sir, you are looking amazing & @geneliad & me were so happy to come see u. #Neetu mam – you are an amazing host, food was incredible & I want to repeat the same thing I told you 10 years ago when I first met you -You are so beautiful. https://twitter.com/chintskap/status/1157121254404571136 …
Rishi Kapoor✔@chintskap
Thank you @AnupamPKher @Riteishd @geneliad for visiting us. What an inspirational saga Riteish pleas publish it. Love all of you