Tue. Dec 24th, 2024

ରାଜ୍ୟରେ ପୁଣି ଥରେ ବଢିଲା ବସ ଭଡା

By amfnews Jul 1, 2020 #Featured
113 Views

ଭୁବନେଶ୍ୱର, ଜୁଲାଇ ୦୧ :

ରାଜ୍ୟରେ ପୁଣି ଥରେ ବଢିଲା ବସ୍ ଭଡା । ସାଧାରଣ ଓ ଏକ୍ସପ୍ରେସ ବସ୍  କି.ମି ପିଛା ୨ ପଇସା ବୃଦ୍ଧି । ଡୁଲେକ୍ସ ଓ ଏ. ସି ଡୁଲେକ୍ସ ବସ୍ କି.ମି ପିଛା ୪ ପଇସା ବୃଦ୍ଧି । ସାଧାରଣ ବସ କି.ମି ପିଛା ୭୦ ପ. ରୁ ୭୨ ପ. ବୃଦ୍ଧି । ଏକ୍ସପ୍ରେସ ବସ୍ କି.ମି ପିଛା ୭୩ ପ. ରୁ ୭୫ ପ. ବୃଦ୍ଧି । ଡୁଲେକ୍ସ ବସ୍ କି.ମି ପିଛା ୧.୦୧ ପ. ରୁ ୧.୦୫ ପ. ବୃଦ୍ଧି । ଏ. ସି ଡୁଲେକ୍ସ ବସ୍ କି.ମି ପିଛା ୧.୨୩ ପ. ରୁ ୧.୨୭ ପ. ବୃଦ୍ଧି ।

ଅଟୋ ମେକନାଇଜମ ଆଧାର ରେ ବୃଦ୍ଧି ହେଲା ବସ୍ ଭଡା । ଏ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ର ସମ୍ପାଦକ ଦେବେନ୍ଦ୍ର ସାହୁ ଙ୍କ ସୂଚନା ।

By amfnews

Related Post