Sat. Mar 7th, 2026

ରାଜ୍ୟରେ କରୋନା ନେଲା ପୁଣି 6 ମୁଣ୍ଡ, 120ରେ ପହଁଞ୍ଚିଲା ମୋଟ ମୃତକଙ୍କ ସଂଖ୍ୟା

In Odisha, there has been a significant drop in Covid cases, with 9,833 positives.
In Odisha, there has been a significant drop in Covid cases, with 9,833 positives.
255 Views

ଭୁବନେଶ୍ୱର, ଜୁଲାଇ ୨୪ : ରାଜ୍ୟରେ ଆଜି ପୁଣି କରୋନା ନେଇଛି ୬ ମୁଣ୍ଡ । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୧୨୦ କୁ ବୃଦ୍ଧି ପାଇଛି।

ଭଦ୍ରକ, ଗଜପତି, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଗଞ୍ଜାମ ଜିଲ୍ଲାରୁ ତିନିଜଣଙ୍କର ମୃତ୍ୟୁ ହୋଇଛି।

ଅନ୍ୟ କାରଣରୁ ଖୋର୍ଦ୍ଧା ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଏହା ସହ ଅନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା ୩୩ କୁ ବୃଦ୍ଧି ପାଇଛି । ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

By amfnews

Related Post