Sat. Mar 7th, 2026

ରାଜନୈତିକ ହିଂସାରୁ ଗୁଳିମାଡ, ୨ ଆହତ

261 Views

ଟାଙ୍ଗି, ଏପ୍ରିଲ ୦୨ : ନିର୍ବାଚନ ତାରିଖ ଯେତେ ଆସୁଛି ସେତେ ଉଷ୍ମତା ମଧ୍ୟ ବୃଦ୍ଧି ପାଉଛି ରାଜନେତା, ପ୍ରାର୍ଥୀଙ୍କ ହାଇଭୋଲଟେଜ ମଧ୍ୟରେ ଖୋର୍ଧା ଟାଙ୍ଗି ଅଂଚଳରେ ରାଜନୈତିକ ହିଂସା ଦେଖାଦେଇଛି ଏଥିରେ ୨ଜଣ ବ୍ୟକ୍ତି ଆହତ ହୋଇଛନ୍ତି

ଟାଙ୍ଗି ଅଂଚଳରେ ଥିବା ଗ୍ରାମରେ ଆଜି ରାଜନୈତିକ ହିଂସା ଦେଖାଦେଇଛି ଏହି ହିଂସାକାଣ୍ଡରୁ ଦୁଇଜଣ ବ୍ୟକ୍ତିଙ୍କୁ ଗୁଳିମାଡ କରାଯାଇଛି ତେବେ ଗୁଳିମାଡର ଶିକାର ବ୍ୟକ୍ତି ଗୋଟିଏ ନିର୍ଦିଷ୍ଟ ଆଉଏକ ରାଜନୈତିକ ଦଳର ଜଣାପଡିଛି ଜଣାପଡିଛି ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଛି ଏହି ଘଟଣା ଘଟିବା ଗ୍ରାମରେ ଉତେଜନା ପ୍ରକାଶ ପାଇଛି ଫଳରେ ଗ୍ରାମରେ ୨ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି

By amfnews

Related Post