Wed. Dec 25th, 2024

ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ ଲିକ୍, 2ମୃତ 8 ଅସୁସ୍ଥ

By amfnews Jan 6, 2021 #Featured
184 Views

ରାଉରକେଲା, ଜାନୁଆରୀ 06 : ରାଉରକେଲା ଇସ୍ପାତ କାରଖାନା କୋଲ କେମିକାଲ ଡିପାର୍ଟମେଣ୍ଟରେ ଗ୍ୟାସ ଲିକ ହୋଇଛି  । ଏଥିରେ 10 ଜଣ ଆରଏସପି କର୍ମଚାରୀ ଅସୁସ୍ଥ ହୋଇଛନ୍ତି   । ଏମାନଙ୍କ ମଧ୍ୟରୁ 2 ଜଣଙ୍କ ମୃତ୍ୟ ଘଟିଛି  ।

10 ଜଣଙ୍କ ମଧ୍ୟରୁ 6 ଜଣ କାରଖାନା ଭିତରେ ଥିବା ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି  । ଅନ୍ୟ  4 ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଂକଟପର୍ଣ୍ଣ ଥିଲା  । ସେଥିରୁ 2 ଜଣଙ୍କ ମୃତ୍ୟୁ ଘଟିଛି  । ଆଉ 2ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି  ।  

By amfnews

Related Post