Fri. Mar 6th, 2026

ମୌସୁମୀ ମେ’ ୨୯ରେ ଛୁଇଁବ କେରଳ !

377 Views

ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ନିର୍ଦ୍ଧାରିତ ସମୟରେ ଆସିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ସୂଚନା ଅନୁସାରେ ଆସନ୍ତା ମେ’ ୨୯ ତାରିଖରେ କେରଳ ଛୁଇଁବ ମୌସୁମୀ । କେରଳରେ ମୌସୁମୀ ପହଞ୍ଚିବାର ୧୦ ଦିନ ପରେ ଏହା ଓଡିଶା ଆସିଥାଏ । ତେଣୁ ଆସନ୍ତା ମାସ ୮ରୁ ୧୦ ତାରିଖ ମଧ୍ୟରେ ଓଡିଶାକୁ ମୌସୁମୀ ଆଗମନ କରିପାରେ ବୋଲି କଳନା କରାଯାଉଛି ।

Related Post