118 Views
ରେଳ କର୍ମଚାରୀ ଧାରଣାରେ ଚାଲି ଚାଲି କିଛି ଦୂର ଆସି ମୋବାଇଲ ନେଟୱାର୍କ ଥିବା ସ୍ଥାନରୁ ଫୋନ ଯୋଗେ ରାୟଗଡା ଷ୍ଟେସନକୁ ଖବର ଦେଇଥିଲେ। ଏହାପରେ ଡିଜେଲ ଇଂଜିନ ମାଧ୍ୟମରେ ଟ୍ରେନକୁ ଭାଲୁମାସ୍କ ଷ୍ଟେସନକୁ ନିଆଯାଇଥିବା ଜଣାଯାଇଛି। ଏହି କାରଣରୁ ପାଖାପାଖି ୩ ଘଣ୍ଟା ବିଳମ୍ବରେ ହୀରାଖଣ୍ଡ ଚାଲୁଥିବା ଜଣାପଡିଛି।
ସମଲେଶ୍ବରୀ ଏକ୍ସପ୍ରେସ, ବିଶାଖାପାଟଣା ଡିଏମୟୁ ଭାଲୁମାସ୍କ ପାସ କରିବା ପରେ ଜଗଦଲପୁର ଅଭିମୁଖେ ଯାତ୍ରା କରିବ ହୀରାଖଣ୍ଡ ଏକ୍ସପ୍ରେସ। ଏହି କାରଣରୁ ରେଳ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା କୁହାଯାଉଛି ।