Sat. Mar 7th, 2026
332 Views

ନୂଆଦିଲ୍ଲୀ : ଆରମ୍ଭ ହୋଇଛି ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ । ଆଜି ସଂଧ୍ୟା ୭ଟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ ୨୪ ଜଣ କ୍ୟାବିନେଟ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଏହି ତାଲିକାରେ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ ଅଛନ୍ତି ।

୧. ରାଜନାଥ ସିଂହ
୨. ଅମିତ ଶାହା
୩.ନିତିନ ଗଡ଼କରି
୪.ସଦାନନ୍ଦ ଗୌଡ଼ା
୫. ନିର୍ମଳା ସୀତାରମଣ
୬. ରାମ ବିଳାଶ ପାଶ୍ୱଓ୍ଵନ
୭. ନରେନ୍ଦ୍ର ସିଂହ ତୌମାର
୮.ରବି ଶଙ୍କର ପ୍ରସାଦ
୯. ହରସିମିରତ କୌର ବାଦଲ୍‌
୧୦.ଥାବର ଚାନ୍ଦ ଗେହଲତ୍‌
୧୧. ଏସ୍‌. ଜୟଶଙ୍କର
୧୨. ରମେଶ ପୋଖରିଆଲ୍‌
୧୩. ଶ୍ରୀ ଅର୍ଜୁନ ମୁଣ୍ଡା
୧୪. ସ୍ମୃତି ଇରାନୀ
୧୫. ଡକ୍ଟର ହର୍ଷବର୍ଦ୍ଧନ
୧୬.  ପ୍ରକାଶ କେଶବ ଜାଓ୍ଵଡ଼େକର
୧୭. ଶ୍ରୀ ପିୟୁଷ ଗୋଏଲ
୧୮. ଧର୍ମେନ୍ଦ୍ର ପ୍ରଧାନ
୧୯. ଶ୍ରୀ ମୁକ୍‌ତାର ଅବାସ ନକ୍‌ବି
୨୦.  ଶ୍ରୀ ପ୍ରହଲ୍ଳାଦ ଜୋଶୀ
୨୧. ଡକ୍ଟର ମହେନ୍ଦ୍ର ପାଣ୍ଡେ
୨୨. ଡକ୍ଟର ଅରବିନ୍ଦ ଗଣପତ ସାଓ୍ଵନ
୨୩. ଶ୍ରୀ ଗିରିରାଜ୍‌ ସିଂହ
୨୪. ଗଜେନ୍ଦ୍ର ସିଂହ ଶେଖାଓ୍ଵତ

By amfnews

Related Post