157 Views
ଏବେ ରାକ୍ଷୀ ନିଜକୁ ନେଇ କହିଥିବା ଏକ କଥାକୁ ନେଇ ଲୋକେ ପରିହାସ କରିବାରେ ଲାଗିଛନ୍ତି । ଏକ ସାକ୍ଷାତକାରରେ, “ମୁଁ ଏବେ ଶାରୀରିକ ସଂପର୍କ ରଖୁନାହିଁ । ମୋ ଶରୀରରେ ଏବେ ହେଉଛି ମନ୍ଦିର । ମୁଁ ଏହାକୁ ସଫା ରଖିବାକୁ ଚାହୁଁଛି । ବିବାହ ପର୍ଯ୍ୟନ୍ତ ମୁଁ କାହା ସହ ଶାରୀରିକ ସଂପର୍କ ରଖିବି ନାହିଁ” ବୋଲି ରାକ୍ଷୀ କହିଥିବା ଦେଖାଯାଇଛି