Mon. Nov 25th, 2024

ମାର୍ଚ୍ଚ ୧୮ରୁ ସଂପୂର୍ଣ୍ଣ ଭାବେ ଗ୍ରାହକସେବା ଯୋଗାଇବ ୟେସ୍ ବ୍ୟାଙ୍କ

By amfnews Mar 16, 2020 #Featured
116 Views

ମୁମ୍ବାଇ : ୟେସ୍ ବ୍ୟାଙ୍କର ଜମାକାରୀଙ୍କ ପାଇଁ ଖୁସୀ ଖବର। ୟେସ ବ୍ୟାଙ୍କର ସମସ୍ତ ଶାଖା ଆସନ୍ତା ୧୮ରେ ସଂପୂର୍ଣ୍ଣ ଭାବେ ଗ୍ରାହାକଙ୍କୁ ସେବା ଯୋଗାଇବ ବୋଲି ବ୍ୟାଙ୍କ ପକ୍ଷରୁ ଟୁଇଟ୍ କରି କୁହାଯାଇଛି। ୟେସ ବ୍ୟାଙ୍କର ୧୧୩୨ଟି ଶାଖା ମାର୍ଚ୍ଚ ୧୮ରୁ  କାର୍ଯ୍ୟାରମ୍ଭ କରିବ ବୋଲି ସୂଚନା ଦିଆଯାଇଛି। ଏଥିସହ ଡିଜିଟାଲ କାରବାରର ସମେତ ସମସ୍ତ ସୁବିଧା ଉପଲବ୍ଧ ହେବ ବୋଲି  ୟେସ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

YES BANK

@YESBANK

We will resume full banking services from Wed, Mar 18, 2020, 18:00 hrs. Visit any of our 1,132 branches from Mar 19, 2020, post commencement of banking hrs to experience our suite of services. You will also be able to access all our digital services & platforms@RBI @FinMinIndia

ଭାରତୀୟ ଷ୍ଟେଟ ବ୍ୟାଙ୍କର ୟେସ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ ଅଧିକାର କରିବ । ସେହିପରି ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ମଧ୍ୟ ଅଂଶଧନ ଖରିଦ ପାଇଁ ପ୍ରସ୍ତାବ ଦେଇଥିଲେ।

By amfnews

Related Post