Wed. Mar 11th, 2026

ମଝି ନଈରେ ଫସିଛନ୍ତି ହାତୀ ପଲ

190 Views

ବାଙ୍କୀ :  ମହାନଦୀ ମଝିରେ ଫସି ଯାଇଛନ୍ତି ହାତୀପଲ। କଟକ ଭାଗୀପୁର ମହାନଦୀ ପଠା ଦେଇ ନଦୀ ପାର ହେଉଥିବା ବେଳେ ହାତୀପଲ ମଝି ନଈରେ ଫସି ଯାଇଛନ୍ତି। ଏହି ପଲ କଟକ ସୁକାଶନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ନଦୀ ବାଟ ଦେଇ ଆସୁଥିଲେ। ହାତୀ ପଲକୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ବନବିଭାଗର କର୍ମଚାରୀ ପହଞ୍ଚିଛନ୍ତି।  ଉକ୍ତ ପଲରେ ୧୧ଟି ହାତୀ ଅଛନ୍ତି।

By amfnews

Related Post