633 Views
ସୂଚନା ମୁତାବକ, ୨୦୧୪ରେ ନିଜ ପ୍ରଶଂସକମାନଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇବା ପାଇଁ ଜନ୍ ଏକ ଟୁଇଟ୍ କରିଥିଲେ । ଯେଉଁଥିରେ, ଏ ବର୍ଷ ମଧ୍ୟ ଆପଣଙ୍କୁ ଅନେକ ଭଲ ପାଇବା ଏବଂ ଖୁସି ମିଳୁା ଲଭ୍ ଜନ୍ ଏବଂ ପ୍ରିୟା ଆବ୍ରାହମ୍ ବୋଲି ଲେଖିଥିଲେ । ଜନ୍ ଏହି ଟୁଇଟ୍ କରି ପ୍ରିୟା ଋଚାଲଙ୍କୁ ଡ଼େଟ୍ କରିବା କଥା ସାର୍ବଜନିକ କରିଥିଲେ । ଏହି ଟୁଇଟ୍ ପରେ ଜନ୍ ପ୍ରିୟାଙ୍କୁ ଡ଼େଟ୍ କରୁଥିବା କଥା ଜାଣିଥିଲେ ବିପାଶା । ଏହି ସତକୁ ଆପଣାଇବା ପାଇଁ ବିପାଶାଙ୍କୁ କିଛି ମାସ ସମୟ ଲାଗିଥିଲା । ଭୁଲବଶତଃ କରିଥିବା ଟୁଇଟ୍ ପରେ ଜନ୍ ଏବଂ ବିପାଶା ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ଏହା ପରେ ଜନ୍ ପ୍ରିୟାଙ୍କୁ ୨୦୧୪ରେ ହିଁ ବିବାହ କରିଥିବା ବେଳେ ହୃଦୟ ଭାଙ୍ଗିବା ପରେ ବିପାଶା କରଣ ସିଂହ ଗ୍ରୋଭରଙ୍କୁ ୨୦୧୬ରେ ବିବାହ