98 Views
ଭୁବନେଶ୍ୱର, ନଭେମ୍ବର ୨୫: ଭିଜିଲାନ୍ସ ଜାଲରେ ଅତିରିକ୍ତ ପିସିସିଏଫ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ବନୀକରଣ ଅତିରିକ୍ତ ପିସିସିଏପ୍ ଅଭୟକାନ୍ତ ପାଠକଙ୍କ ଘରେ ଭିଜାଲାନ୍ସ ଚଢ଼ାଉ କରିଛ । ଭୁବନେଶ୍ୱରର ୫ଟି ସ୍ଥାନ ସହ ଏବଂ ମୁମ୍ବାଇ ଓ ପୁଣେର ୭ଟି ସ୍ଥାନରେ ମଧ୍ୟ ଏକାସଙ୍ଗରେ ଚଢଉ କରିଛି ଭିଜିଲାନ୍ସ । ତାଙ୍କ ବିରୋଧରେ କୋଟି କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଥିବା ନେଇ ସୂଚନା ମିଳିଛି ।