Fri. Nov 8th, 2024

ବିମାନ ମଧ୍ୟରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ : କ୍ରପ୍‌ ଟପ୍‌ ପିନ୍ଧିଥିବାରୁ ଘୋଡ଼ାଇ ହୋଇ ବସ୍‌ ନ ହେଲେ ବିମାନରୁ ବାହାରି ଯାଅ ବୋଲି କହିଲା ଥୋମାସ୍‌ କୁକ୍‌ ଏୟାରଲାଇନ୍ସ

By amfnews Mar 14, 2019 #Featured
289 Views

ବର୍ମିଂଘମ : ଥୋମାସ କୁକ୍‌ ବିମାନ ମଧ୍ୟରେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ମହିଳାଜଣଙ୍କ ଇଂଲଣ୍ଡର ବର୍ମିଂଘମ୍‌ରୁ ସ୍ପେନ୍‌ର ଟେନେରିଫ୍‌କୁ ଯାଉଥିବା ବେଳେ ସେ ପିନ୍ଧିଥିବା ପୋଷାକକୁ ନେଇ ତାଙ୍କ ସହ ଅସଦାଚରଣ କରାଯାଇଥିଲା । ମହିଳାଜଣଙ୍କ କଳା ରଙ୍ଗର କ୍ରପ୍‌ ଟପ୍‌ ପିନ୍ଧି ବିମାନ ମଧ୍ୟକୁ ଯାଉଥିବା ସମୟରେ ବିମାନର କ୍ର୍ୟୁ ମେମ୍ବର ତାଙ୍କୁ ଅଟକାଇବା ସହ ଏଭଳି ପୋଷାକ ପିନ୍ଧି ଯାତ୍ରା କରି ପାରିବେ ନାହିଁ ବୋଲି କହିଥିଲେ । ଏହା ସହ ନିଜ ଶରୀରକୁ ଘୋଡ଼ାଅ ବା ବିମାନରୁ ଓହ୍ଲାଇ ଯାଅ ବୋଲି କୁହାଯାଇଥିଲା । କ୍ର୍ୟୁ ମେମ୍ବରଙ୍କ ଏଭଳି ବ୍ୟବହାର ମହିଳାଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସେ ପୂରା ଘଟଣା ବିଷୟରେ ଟୁଇଟ୍‌ କରି ଜଣାଇଛନ୍ତି । ମହିଳାଙ୍କ ନାମ ଏମିଲି ଓ’କନର ବୋଲି ଜଣା ପଡ଼ିଛି ।

Emily O’Connor@emroseoconnor

Flying from Bham to Tenerife, Thomas Cook told me that they were going to remove me from the flight if I didn’t “cover up” as I was “causing offence” and was “inappropriate”. They had 4 flight staff around me to get my luggage to take me off the plane.

14K people are talking about this
ଏମିଲି କରିଥିବା ଟୁଇଟ୍‌ ଅନୁଯାୟୀ, ପୂର୍ବରୁ ସବୁ ଚେକିଂ ଚାଲିଥିବା ସମୟରେ ମୋ ପୋଷାକକୁ ନେଇ କେହି ପ୍ରଶ୍ନ କରି ନଥିଲେ । କିନ୍ତୁ ମୁଁ ବିମାନ ମଧ୍ୟକୁ ଯିବା ପରେ କ୍ର୍ୟୁ ମେମ୍ବର ମୋତେ ଅଟକାଇ ତୁମ ଶରୀରକୁ ଘୋଡ଼ାଇ ଭିତରକୁ ଯାଅ ବୋଲି କହିଥିଲେ । ତୁମେ ଯେମିତି ପୋଷାକ ପିନ୍ଧିଛ, ତା’ ଦ୍ୱାରା ଅନ୍ୟ ଯାତ୍ରୀମାନେ ଅସହଜ ଅନୁଭବ କରି ପାରନ୍ତି ।

Emily O’Connor@emroseoconnor

To top it off they allowed a man hurl abuse at me whilst the Flight manager and 4 air staff stood and said nothing.

Emily O’Connor@emroseoconnor

just a bit more context for those asking: wore this through the airport (security, passport control etc), boarded the plane, told to cover up by the greeting staff, sat down, flight manager and 4 flight staff said I would be removed unless I put a jacket on…

asked the plane (as they were all listening now anyway) if I was offending anyone, no-one said a word. The manager then went to get my bag to remove me from the flight. A man then shouted “Shut up you pathetic woman. Put a f*cking jacket on”- the staff said nothing to him

Emily O’Connor@emroseoconnor

Flying from Bham to Tenerife, Thomas Cook told me that they were going to remove me from the flight if I didn’t “cover up” as I was “causing offence” and was “inappropriate”. They had 4 flight staff around me to get my luggage to take me off the plane.

View image on Twitter

Jade Charlotte@jadecharlottex

I’m crew myself and would not think twice to ask you to cover up, there is no policy on what you can and cannot wear! That is awful to see that the crew on board made you feel that way, disgusting!

80 people are talking about this

କିଛି ଲୋକ ଏମିଲିଙ୍କୁ ସମର୍ଥନ କରୁଥିବା ବେଳେ କିଛି ଥୋମାସ୍‌ କୁକ୍‌ ଏୟାରଲାଇନ୍ସକୁ ସମର୍ଥନ କରୁଥିବା ଦେଖା ଯାଇଛି ।

Emily O’Connor@emroseoconnor

Flying from Bham to Tenerife, Thomas Cook told me that they were going to remove me from the flight if I didn’t “cover up” as I was “causing offence” and was “inappropriate”. They had 4 flight staff around me to get my luggage to take me off the plane.

View image on Twitter

PAO3@GboyegaOgunnubi

Yes…if the airline say it’s inappropriate, then it is….End of story..

By amfnews

Related Post