229 Views
ଭୁବନେଶ୍ୱର,ଅକ୍ଟୋବର,୨୩: ମଙ୍ଗଳବାର ପୂର୍ବାହ୍ନରେ ବିଧାନସଭା ଗୃହ କମିଟି ସମ୍ମୁଖରେ ଅଭିଜିତ ଆୟାର୍ ହାଜର ହୋଇଛନ୍ତି।
ଓଡ଼ିଶାର କଳା ଓ ସଂସ୍କୃତି ଏବଂ ବିଧାୟକମାନଙ୍କ ବିରୋଧରେ ସେ ରୁଚିହୀନ ମନ୍ତବ୍ୟ ଦେଇଥିଲେ। ସେଥିପାଇଁ ତାଙ୍କ ନାଁ’ରେ ସହିଦ ନଗର ଥାନା ଓ କୋଣାର୍କ ଥାନାରେ ମାମଲା ରୁଜୁ କରାଯାଇଥିଲା। ଏହାଛଡ଼ା ବ୍ୟକ୍ତିଗତ ଭାବେ ହାଜର ହେବାକୁ ଗୃହ କମିଟି ମଧ୍ୟ ତାଙ୍କୁ ନିର୍ଦେଶ ଦେଇଥିଲେ।