Fri. Mar 6th, 2026

ବିଜେଡି ସାଂସଦଙ୍କ ପୁଅ ଗାଡ଼ିକୁ ବୋମାମାଡ଼

251 Views

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍‌ ନିକଟରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି। କେହି ଦୁର୍ବୃତ୍ତ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ କରି ଫେରାର ହୋଇଯାଇଛି। ବୋମା ମାଡ଼ରେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଯାଇଥିବା ବେଳେ ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୁଲିସ୍‌ ତନାଘନା ଆରମ୍ଭ କରିଛି।

ତେବେ କାହିଁକି ଓ କିଏ ପ୍ରଶାନ୍ତଙ୍କ ପୁଅଙ୍କ ଗାଡ଼ି ଉପରକୁ ବୋମାମାଡ଼ କଲେ ଓ ଏଥିରେ କେତେ ଜଣ ସମ୍ପୃକ୍ତ ଅଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

 

By amfnews

Related Post