Fri. Mar 6th, 2026

ବରିଷ୍ଠ ବିଜେପି ନେତା ଜୁଏଲ ଓରାମ କରୋନା ସଂକ୍ରମିତ, ଟ୍ବିଟ କରି ସୂଚନା

217 Views

ଭୁବନେଶ୍ବର, ଏପ୍ରିଲ ୨୪:

ବରିଷ୍ଠ ବିଜେପି ନେତା ଜୁଏଲ ଓରାମ କରୋନା ସଂକ୍ରମିତ ହୋଇଥିବା ଟ୍ବିଟ କରି ଜଣାଇଛନ୍ତି ।

ସେ ଟ୍ବିଟ କରି ଲେଖିଛନ୍ତି ଯେ, କୋଭିଡ ୧୯ ଟେଷ୍ଟ କରାଇବା ପରେ ସେ ପଜିଟିଭ ଚିହ୍ନଟ ହୋଇଛି। ମୋ ଯୋଗାଯୋଗରେ ଆସିଥିବା ବ୍ୟକ୍ତିମାନେ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ।

By amfnews

Related Post