Skip to content
264 Views
ସୂଚନା ମୁତାବକ, କାଦର ଖାନ୍ ଆଫ୍ଗାନିସ୍ତାନର କାବୁଲରେ ଜନ୍ମଗ୍ରହଣ କରିଥିଲେ । କାଦର ଖାନ୍ଙ୍କ ପୂର୍ବରୁ ତାଙ୍କର ୩ଟି ଭାଇ ଜନ୍ମ ହୋଇଥିଲେ । କିନ୍ତୁ ୮ବର୍ଷ ହେଉ ହେଉ ସେମାନେ ମୃତ୍ୟୁବରଣ କରିଥିଲେ । ୩ ଜଣଙ୍କ ପରେ କାଦର ଖାନ୍ ଜନ୍ମ ହେବା ପରେ ତାଙ୍କ ମା’ କାବୁଲ ତାଙ୍କ ପିଲାମାନଙ୍କ ପାଇଁ ଅଶୁଭ ବୋଲି କହି ପରିବାରକୁ ଧରି ମୁମ୍ବାଇ ଚାଲି ଆସିଥିଲେ ବୋଲି କାଦର ଖାନ୍ ଏକ ସାକ୍ଷାତକାରରେ ଜଣାଇଥିଲେ ।