Tue. Jan 7th, 2025

ବଜେଟରେ କେଉଁ ବିଭାଗକୁ କେତେ ଟଙ୍କା ମିଳିଲା

By amfnews Jul 5, 2019 #Featured
133 Views

୧: ପେନସନ-୧,୭୪,୩୦୦ କୋଟି

୨: ପ୍ରତିରକ୍ଷା-୩,୦୫,୨୯୬ କୋଟି

୩: ସବସିଡି –୩,୦୧,୬୯୪ କୋଟି

୪: କୃଷି- ୧,୫୧,୫୧୮ କୋଟି

୫: ବାଣିଜ୍ୟ ଓ ଶିଳ୍ପ- ୨୭,୦୪୩ କୋଟି

୬: ଉତ୍ତର-ପୂର୍ବ ଭାରତର ବିକାଶ ପାଇଁ– ୩୦୦୦ କୋଟି

୭: ଶିକ୍ଷା – ୯୪,୮୫୪ କୋଟି

୮: ଶକ୍ତି- ୪୪,୬୪୮ କୋଟି

୯: ବୈଦେଶିକ ବ୍ୟାପାର- ୧୭,୮୮୫ କୋଟି

୧୦: ଅର୍ଥ- ୨୦,୧୨୧ କୋଟି

୧୧: ସ୍ୱାସ୍ଥ୍ୟ- ୬୪,୯୯୯ କୋଟି

୧୨: ସ୍ୱରାଷ୍ଟ୍ର ବ୍ୟାପାର- ୧,୦୩,୯୨୭ କୋଟି

୧୨: ସୁଧ- ୬,୬୦୪୭୧ କୋଟି

୧୩: ଆଇଟି ଓ ଟେଲିକମ-୨୧,୭୮୩ କୋଟି

୧୪: ଯୋଜନା ଓ ପରିସଂଖ୍ୟନ- ୫,୮୧୪ କୋଟି

୧୫: ଗ୍ରାମାଞ୍ଚଳ- ୧,୪୦,୭୬୨ କୋଟି

୧୬: ବୈଜ୍ଞାନିକ ବିଭାଗ- ୨୭,୪୩୧ କୋଟି

୧୭: ସାମାଜିକ ବ୍ୟାପାର- ୫୦,୮୫୦ କୋଟି

୧୮: ଟିକସ ପ୍ରଶାସନ- ୧,୧୭,୨୮୫ କୋଟି

୧୯: ରାଜ୍ୟମାନଙ୍କ ଭାଗ- ୧,୫୫,୪୪୭ କୋଟି

୨୦: ପରିବହନ- ୧,୫୭,୪୩୭

୨୧: କେନ୍ଦ୍ର ଶାସିତ ଅଞ୍ଚଳର ଭାଗ– ୧୫,୦୯୮

୨୨-ସହରାଞ୍ଚଳ ବିକାଶ- ୪୮,୦୩୨

୨୩-ଅନ୍ୟାନ୍ୟ- ୭୬,୬୬୫

ମୋଟ ବଜେଟ-୨୭,୮୬,୩୪୯ କୋଟି

By amfnews

Related Post