113 Views
ସିଂଗାପୁର, ମରିସସ, ବରମୁଡା, ଇଂଲଣ୍ଡ ଓ ସ୍ୱିଜରଲାଣ୍ଡରେ ଏହି ଟଙ୍କା ଦିଆଯାଇଥିବା ଏଥିରେ ଉଲ୍ଲେଖ ରହିଛି । ଏହି ଚାର୍ଜସିଟକୁ ବିଶେଷ ବିଚାରପତି ଲାଲ ସିଂଙ୍କ ସମ୍ମୁଖରେ ଦାଖଲ କରାଯାଇଛି
ଆସନ୍ତା ସୋମବାର ଦିନ ସ୍ବତନ୍ତ୍ର ବିଚାରପତି ଅଜୟ କୁମାର କୁହର ଏହି ମାମଲାରେ ଶୁଣାଣି କରିବେ ବୋଲି ଜଣାଯାଇଛି। ଆଇଏନ୍ଏକ୍ସ ମିଡିଆ ମନି ଲଣ୍ଡ୍ରିଂ ମାମଲାରେ ଚିଦମ୍ବରମଙ୍କୁ ୭ ଦିନ ଜେରା କରିବାପାଇଁ ସ୍ବତନ୍ତ୍ର ବିଚାରପତି ଅଜୟ କୁମାର କୁହର ଇଡିଙ୍କୁ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ,ଗତ ଅଗଷ୍ଟ ୨୧ ତାରିଖରେ ଚିଦମ୍ବରମଙ୍କୁ ସିବିଆଇ ଗିରଫ କରିଥିଲା।