Sun. Mar 8th, 2026

ନିଖୋଜ ପରଦିନ ନାବାଳିକା ଉଦ୍ଧାର, ଗଣଦୁଷ୍କର୍ମ ଅଭିଯୋଗ

236 Views

ବ୍ରହ୍ମପୁର  : ବ୍ରହ୍ମପୁର ମେରାଇନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଅଭିଯୋଗ ହୋଇଛି।  ନାବାଳିକାଜଣଙ୍କ ଗତ ୧୦ ତାରିଖରୁ ନିଖୋଜ ଥିଲେ । ତେବେ ତା’ପରଦିନ ମେରାଇନ ଥାନା ଅଞ୍ଚଳରେ ମୁମୂର୍ଷୁ ଅବସ୍ଥାରେ ନାବାଳିକାଜଣକ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ ।

ଉଦ୍ଧାର ପରେ ପରିବାର ଲୋକେ ଝିଅକୁ MKCGରେ ଭର୍ତ୍ତି କରିଥିଲେ। ତାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ପରିବାର ଲୋକେ ମେରାଇନ ଥାନାରେ ଅଭିଯୋଗ କରିବା ପରେ ପୋକ୍ସୋ ଆକ୍ଟରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

By amfnews

Related Post