Sun. Mar 8th, 2026

ନାବାଳିକାକୁ ଧର୍ଷଣ ଅଭିଯୋଗରେ ଯୁବକ ଅଟକ

296 Views

ଧର୍ମଗଡ,ଜାନୁଆରୀ ୧୮ : ସପ୍ତମ ଶ୍ରେଣୀରେ ପାଠ ପଢୁଥବା ଜଣେ ନାବାଳିକାଧର୍ଷଣ କରିବା ଅଭିଯୋଗରେ ଜଣେ ବିବାହିତ ଯୁବକକୁ ଧର୍ମଗଡ ପୁଲିସ ଅଟକ ରଖିଛି। ନାବାଳିକା ଝିଅର ଡାକ୍ତରୀ ମଇନା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ଧର୍ମଗଡ ଥାନା ଅନ୍ତଗତ ର୍କାବାହଲ ଗ୍ରାମର ସୁଗ୍ରୀବ ଜାଲ ଜଣେ ନାବାଳିକାକୁ ଧର୍ଷଣ କରିଥିଲେ। ଏନେଇ ନାବାଳିକାର ମା’ଙ୍କ ଅଭିଯୋଗକ୍ରମେ ସଂପୃକ୍ତ ଯୁବକଙ୍କୁ ଧର୍ମଗଡ଼ ପୁଲିସ ଥାନାରେ ଅଟକ ରଖି ତଦନ୍ତ କରାଯାଉଥିବା ତଦନ୍ତ ଅଧିକାରୀ ସୁବାସ କରକରାଙ୍କଠାରୁ ପ୍ରକାଶ।

By amfnews

Related Post