Wed. Nov 27th, 2024

ଧାରା ୩୭୦କୁ ନେଇ ପ୍ରଶ୍ନ ପଚାରିବାକୁ ସାମ୍ବାଦିକଙ୍କୁ ମନ୍ଦ ଆଚରଣ ଦେଖାଇଲେ ପ୍ରିୟଙ୍କା ଗାନ୍ଧୀଙ୍କ ସଚିବ

By amfnews Aug 14, 2019 #Featured
64 Views

ନୂଆଦିଲ୍ଲୀ  : ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶର ସୋନଭଦ୍ରା ଯାଉଥିବା ବେଳେ ତାଙ୍କ ସଚିବ ଜଣେ ସାମ୍ବାଦିକଙ୍କୁ ମନ୍ଦ ଆଚରଣ ଦେଖାଇଥିବା ଅଭିଯୋଗ ହୋଇଛି। ଏହି ଗଣମାଧ୍ୟମ ବ୍ୟକ୍ତି ଜଣକ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି

TIMES NOW

@TimesNow

ABP reporter posts video of scuffle after getting threatened by @priyankagandhi’s supporters when he sought answers on Article 370 remark from her. | INDIA UPFRONT with Rahul Shivshankar |

ପୀଡ଼ିତ ମୃତ୍ୟୁଞ୍ଜୟ କୁମାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ଏ ଘଟଣାକୁ ନେଇ ଏକ ଭିିଡିଡ ମଧ୍ୟ ଟ୍ଵିଟ୍‌ କରିଛନ୍ତି।

Mrityunjay Kumar

@MrityunjayUP

@priyankagandhi जी! आप सोनभद्र के गरीबों का आंसू पोंछने का नाटक बंद कीजिये, प्लीज!
मीडिया की स्वतंत्रता की दुहाई देने वाले कहाँ हैं जब प्रियंका वाड्रा के सचिव एक पत्रकार के साथ बदसलूकी कर रहे हैं और वह कुछ नहीं बोल रहीं।
पर सरकार पत्रकारों की सुरक्षा के लिए प्रतिबद्ध है।

Embedded video

ଜାଣିବାକୁ ମିଳିଛି ଯେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ସାମ୍ବାଦିକ ଜଣକ ପ୍ରିୟଙ୍କାଙ୍କୁ ପ୍ରଶ୍ନ ପଚାରିବା ସମୟରେ ଏପରି ଘଟିଛି।

By amfnews

Related Post