183 Views ନୂଆଦିଲ୍ଲୀ: ସହରରେ ପ୍ରଦୂଷଣ ମାତ୍ରା ବଢ଼ିବାରୁ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ ସ୍କୁଲ୍ ପିଲାମାନଙ୍କୁ ମାସ୍କ ବା ମୁଖା ବଣ୍ଟନ କରିଛନ୍ତି। ପାଖ ରାଜ୍ୟଗୁଡ଼ିକରେ ଶସ୍ୟକ୍ଷେତର ନଡ଼ା ପୋଡ଼ାଯାଉଥିବା କାରଣରୁ ଜାତୀୟ ରାଜଧାନୀ ଅଞ୍ଚଳକୁ ଧୂଆଁ ଆସି ବାୟୁମଣ୍ଡଳ ପ୍ରଦୂଷଣ କରିପକାଉଛି। ଏ ବର୍ଷ ନଡ଼ା ପୋଡ଼ା ଦୁଇଗୁଣ ହୋଇଥିବା କୁହାଯାଉଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅଣନିଃଶ୍ୱାସୀ ହୋଇପଡ଼ିଥିବା ଦିଲ୍ଲୀବାସୀଙ୍କୁ ୫୦ ଲକ୍ଷରୁ ଅଧିକ ଏନ୍୯୫ ମୁଖା ବଣ୍ଟନ ସଂକ୍ରାନ୍ତରେ ଟୁଇଟ୍ କରିଛନ୍ତି। Post navigation Shiv Sena leader Sanjay Raut meets Sharad Pawar amid uncertainty over govt formation Public Health Emergency Declared In Delhi By Pollution Control Body