Fri. Mar 6th, 2026

ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ ୩ ବହିଷ୍କୃତ

379 Views

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ପାଇଁ ଶନିବାର ଦିନ ବିଜୁ ଜନତା ଦଳରୁ ତିନି ଜଣଙ୍କୁ ବହିଷ୍କାର କରାଯାଇଛି।

ରାଜ୍ୟ ସଭାପତି  ଶ୍ରୀ ନବୀନ ପଟ୍ଟନାୟକ ଶନିବାର ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀର ଶ୍ରୀ ଶିବ ପ୍ରସାଦ ଗୌଡ଼, ଶ୍ରୀ କେ. ରାମକୃଷ୍ଣ ଏବଂ କଟକ ଜିଲ୍ଲା ବାଙ୍କି ନିର୍ବାଚନ ମଣ୍ଡଳୀର କାହ୍ନ ସିଂହଙ୍କୁ ଦଳରୁ ବହିଷ୍କାର କରିଥିବା କଥା ରାଜ୍ୟ ସଂପାଦକ ବିଜୟ ନାୟକ ପ୍ରେସ୍‌ ଇସ୍ତାହାରରେ ଜଣାଇଛନ୍ତି।

By amfnews

Related Post