129 Views
ଭୁବନେଶ୍ବର : ପିପିଲି ପଟ୍ଟନାଇକିଆ ଛକରେ ଟ୍ରିପଲ ମର୍ଡର ଘଟଣାକୁ ନେଇ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବେ । ଗୃହରେ ବିବୃତି ରଖିବାକୁ ରୁଲିଂ ଦେଲେ ବାଚସ୍ପତି । ବାଚସ୍ପତିଙ୍କ ରୁଲିଂ ପରେ ଆଜି ଗୃହରେ ଉତ୍ତର ରଖିବେ ମୁଖ୍ୟମନ୍ତ୍ରୀ । ତେବେ ଟ୍ରିପଲ ମର୍ଡର ନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ ବିରୋଧୀ ।