164 Views
ଖୋର୍ଦ୍ଧା, ୦୨.୦୧.୨୦୧୯: ମଧ୍ୟପ୍ରଦେଶର ନୀମୁଁଚ୍ ଠାରେ ଆୟୋଜିତ ଟେନିସ୍ ବଲ୍ କ୍ରିକେଟ ମ୍ୟାଚ୍ରେ ହରିୟାଣା ଦଳ ଶ୍ରେଷ୍ଠ ପର୍ଦଶନ କରି ଚମ୍ପିୟାନ ହୋଇଥିବା ସ୍ଥଳେ ଓଡ଼ିଶା ଦଳ ରନରସ୍ ଟ୍ରଫି ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛି । ଓଡ଼ିଶା ଦଳରେ ଖୋର୍ଦ୍ଧା ଜିଲ୍ଲାର ଓଳସିଂହ ସ୍ଥିତ ରଘୁନାଥ ଆଦର୍ଶ ମହାବିଦ୍ୟାଳୟର କ୍ରିଡା ଶିକ୍ଷକ ମନୋଜ କୁମାର ଭଞ୍ଜଦେଓସାମନ୍ତ ପରିଚାଳକ ଭାବରେ ଦ୍ରତିନିଧିଦଳ ସହ ରନରସ୍ ଟ୍ରଫି ନେଇ ଫେରିଆସିଛନ୍ତି ।