Wed. Dec 25th, 2024

ଜିପିଏଫ ସୁଧ ହାର ୮%କୁ ବୃଦ୍ଧି

By amfnews Oct 17, 2018 #Featured
158 Views

 

 

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ସାଧାରଣ ଭବିଷ୍ୟନିଧି ପାଣ୍ଠି (ଜିପିଏଫ) ଏବଂ ଅନ୍ୟ କେତେକ ସ୍କିମ୍‌ର ସୁଧହାର ବୃଦ୍ଧି କରିଛନ୍ତି।

 ଚଳିତବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୟମାସ ପାଇଁ ସରକାର ଏହି ସୁଧ ହାର ୮%କୁ ବୃଦ୍ଧି କରିଛନ୍ତି। ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଏହା ୭.୬% ରହିଥିଲା। କେନ୍ଦ୍ର ସରକାରଙ୍କ କର୍ମଚାରୀ, ରେଳ ଏବଂ ପ୍ରତିରକ୍ଷା ବିଭାଗର କର୍ମଚାରୀଙ୍କ ପାଇଁ ଏହି ନୂଆ ସୁଧ ହାର କାର୍ଯ୍ୟକାରୀ ହେବ।

By amfnews

Related Post