ସୂଚନାଯୋଗ୍ୟ କି, ସାହିଲ ଜସୱାଲ ନାମକ ଜଣେ ବ୍ୟକ୍ତି ୨୦୧୭ ମେ’୨ ରେ ଝାଜରର ଏକ ଦେକାନରୁ ୬୫ ହଜାର ୯୦୦ ଟଙ୍କାରେ ମୋବାଇଲ କିଣିଥିଲେ । ଗ୍ରାହାକ ଅଭିଯୋଗ କରିଛନ୍ତି କି କମ୍ପାନୀ ମିଛ ପ୍ରଚାର କରୁଛି କି, ତାଙ୍କ ମୋବାଇଲ ୱାଟର ପ୍ରୁଫ ଅଟେ । କିନ୍ତୁ ଫୋନ ୱାଟର ପ୍ରୁଫ ନୁହେଁ ।
କମ୍ପାନୀ ଠାରୁ କିଛି ସଠିକ ଉତର ନ ପାଇବାରୁ ଆଡଭୋକେଟ ରଜନୀଶ ପୀଡିତ ଗ୍ରାହାକଙ୍କ ତରଫରୁ ଉପଭୋକ୍ତା ଫୋରମରୁ କମ୍ପାନୀ ବିରୁଦ୍ଧରେ ପିଟିସନ ଦାୟର କରିଛନ୍ତି ।
ଏହି ମାମଲାର ବିଚାର ଚାଲିଥିବା ସମୟରେ ଉପଭୋକ୍ତା ଫୋରମର ଜଜ ମୋବାଇଲକୁ ପାଣିରେ ବୁଡାଇବାକୁ ଆଦେଶ ଦେଇଥିଲେ । କୋର୍ଟରେ ଏକ ପାତ୍ରରେ ପାଣି ଅଣାଯାଇ ତା ଭିତରେ ବୁଡାଇବାରୁ ତାହା ଖରାପ ହୋଇଗଲା ।
ଏହା ପରେ ଜଜ ମୋବାଇଲ କମ୍ପାନୀକୁ ଆଦେଶ ଦେଲେ କି ସେ ଗ୍ରାହାକଙ୍କ ଫୋନ ଠିକ କରିକି ଦିଅନ୍ତୁ କିମ୍ବା ସେହି ଫୋନ ବଦଳରେ ନୂଆ ଫୋନ ଦିଅନ୍ତୁ ଯାହାର ମୂଲ୍ୟ ୫୬ ହଜାର ୯୦୦ ଟଙ୍କ । ହୋଇଥିବ । ଖାଲି ଏତିକି ନୁହେଁ ଜଜ ଏହା ମଧ୍ୟ କହିଛନ୍ତି କି, ଏହି ବାବଦକୁ ଗ୍ରାହାକଙ୍କ ଖର୍ଚ୍ଚ ହୋଇଥିବା ୭୫୦୦ଟଙ୍କା ମଧ୍ୟ କମ୍ପାନୀ ଫେରସ୍ତ କରିବ ।