Sun. Mar 8th, 2026

ଗୁଣ ସାଗରଙ୍କ ଗଳା କାଟି ପିଙ୍ଗି ଦେଲେ

194 Views

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ପୁଡ଼ାମାଲ ଗାଁ ନିକଟରୁ ଜଣେ ବ୍ୟକ୍ତିର ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରଯାଇଛି। ତାଙ୍କ ନାଁ ଗୁଣସାଗର ଦାଶ। ତାଙ୍କ ଘର ପୁଡ଼ାମାଲ ଗାଁରେ। ଗୁଣସାଗରଙ୍କ ବୟସ ୪୭ ବର୍ଷ।

By amfnews

Related Post