Sat. Mar 7th, 2026

କପୁର ପରିବାରରେ ମଲାଇକାଙ୍କ ପ୍ରବେଶ, ଅର୍ଜୁନଙ୍କୁ ମିଳିଲା କି ସବୁଜ ସଙ୍କେତ!

419 Views

ସୂଚନାରୁ ଜାଣିବାକୁ ମିଳିଛି ଯେ ଏହି ଦୁଇ ଜଣ ସଞ୍ଜୟ କପୁରଙ୍କ ଘରେ ହେଉଥିବା ପାର୍ଟିରେ ସାଥି ହୋଇ ପହଞ୍ଚିଥିଲେ। ଆପଣ ଜାଣିଥିବେ ନିଶ୍ଚୟ ଯେ ସଞ୍ଜୟ କପୁର ହେଉଛନ୍ତି ଅର୍ଜୁନ କପୁରଙ୍କ କାକା। ସଞ୍ଜୟଙ୍କ ପାର୍ଟିରେ ମଲାଇକାଙ୍କ ପ୍ରବେଶ ଏହା କହୁଛି ଯେ କପୁର ପରିବାରରେ ତାଙ୍କର ଏକ ରକମର ପ୍ରବେଶ ହୋଇଯାଇଛି। ପାର୍ଟି ପରେ ନିଜେ ସଞ୍ଜୟ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ୍‌ରେ ଅର୍ଜୁନ, ମଲାଇକାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି।

By amfnews

Related Post