332 Views ଭୁବନେଶ୍ୱର: ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ରୋହିତ ପୂଜାରୀଙ୍କୁ ଓଡ଼ିଶା ବିଧାନସଭାର ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ପୂଜାରୀଙ୍କ ପୂର୍ବରୁ ଶ୍ରୀ ପ୍ରଣବ ବଳବନ୍ତ ରାୟ ଏହି ପଦବୀରେ ଥିଲେ। Post navigation ରାଜନୀତିରେ ପ୍ରବେଶ କରିବେ ଓଡିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ , ଟୁଇଟରରେ ଦେଲେ ସୂଚନା କଶ୍ମୀରରେ ଦମନଲୀଳା ଚାଲିନି, କେବଳ ଆତଙ୍କବାଦୀଙ୍କ ଯୋଗାଯୋଗ ମାଧ୍ୟମ ବନ୍ଦ କରାଯାଇଛି: ସେନାମୁଖ୍ୟ ବିପିନ ରାଓ୍ଵତ