161 Views
ମୁମ୍ବାଇ, ଡିସେମ୍ବର ୨୩ : ମାତ୍ର ଦୁଇ ବର୍ଷ ବୟସରେ ସୈଫ୍-କରୀନାଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍ ଲୋକମାନଙ୍କ ମଧ୍ୟରେ କେତେ ପ୍ରସିଦ୍ଧ ତାହା ସମସ୍ତଙ୍କୁ ଜଣା । ଏତେ କମ ବୟସରୁ ସେ ନିଜର ପ୍ରଶଂସକ ବନାଇବା ଆରମ୍ଭ କରି ସାରିଥିବା ବେଳେ କେତେବେଳେ ସେ ଫିଲ୍ମ କରିବା ଆରମ୍ଭ କରିବେ, ତା’ ଉପରେ ଏବେ ସମସ୍ତଙ୍କ ନଜର । ତେବେ ମନ ଭିତରେ ଥିବା ଏହି ପ୍ରଶ୍ନ ବିଷୟରେ ଜାଣିବା ପାଇଁ ଏକ ସାକ୍ଷାତକାରରେ କରୀନାଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା ।