Sun. Mar 8th, 2026

ଇଣ୍ଡୋନେସିଆ ସୁନାମି ମୃତ୍ୟୁସଂଖ୍ୟା ୪୩୦ ଛୁଇଁଲା: ଶିବିରରେ ୨ହଜାରରୁ ଊର୍ଦ୍ଧ୍ବ ଆହତ

312 Views

ଜାକର୍ତ୍ତା, ଡିସେମ୍ବର ୨୬  : ଇଣ୍ଡୋନେସିଆରେ ସୁନାମି ବିପର୍ଯ୍ୟୟଜନିତ ଭୟଙ୍କର କ୍ଷୟକ୍ଷତି ଏବେ ସାମ୍ନାକୁ ଆସିଛି। ପୀଡ଼ିତଙ୍କ ପାଇଁ ସରକାର ସ୍ଥାପନ କରିଥିବା ବିଭିନ୍ନ ଶିବିରରେ ଏବେ ୧୦,୦୦୦ରୁ ଊର୍ଦ୍ଧ୍ବ ଲୋକ ରହିଥିବା ବେଳେ ୨,୦୦୦ ଆହତଙ୍କ ଚିକିତ୍ସା ଚାଲିଛି। ଆଜି ସୁନାମି ଜନିତ ମୃତ୍ୟୁସଂଖ୍ୟା ୪୩୦ରେ ପହଞ୍ଚିଛି ଏବଂ ୧୨୮ ଜଣ ନିଖୋଜ ଥିବା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ସୁତୁପୋ ପୁର୍ବୋ କହିଛନ୍ତି।

By amfnews

Related Post