Sat. Mar 7th, 2026

ଆରଡିଏ ଅଧ୍ୟକ୍ଷଙ୍କ ଶୋକ

258 Views

ରାଉରକେଲା, ୨୩/୭ : ଆଇନଜୀବୀ ତଥା ସାମ୍ବାଦିକ ସଂଜୟ ରାଉଳଙ୍କ ବିୟୋଗରେ ଆରଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଜଣେ ଯୁବ ଆଇନ୍ଜୀବୀ ତଥା ସାମ୍ବାଦିକ ଭାବେ ସେ ସାଧାରଣ ଲୋକଙ୍କର ସ୍ୱରକୁ ଉପସ୍ଥାପନ କରିବାରେ ସଫଳ ହୋଇଥିଲେ ବୋଲି ଶ୍ରୀ ନାୟକ କହିଛନ୍ତି ।

ଶ୍ରୀ ନାୟକ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତ କନ୍ୟାର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Related Post