160 Views
ନୂଆଦିଲ୍ଲୀ : ଯୁକ୍ତରାଷ୍ଟ୍ର ଆମେରିକାରୁ ଇସ୍ଲାମାବାଦ ଯିବା ନିମନ୍ତେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ସାଉଦୀ ଯୁବରାଜ ମହମ୍ମଦ ବିନ୍ ସଲମନ୍ ଦେଇଥିବା ସ୍ୱତନ୍ତ୍ର ବିମାନଟିକୁ ଫେରାଇ ନେଇଥିଲେ ବୋଲି ପାକିସ୍ତାନର ଏକ ସାପ୍ତାହିକ ପତ୍ରିକା କହିଛି। ଜାତିସଂଘର ସାଧାରଣ ପରିଷଦ୍ ବୈଠକରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ କୂଟନୈତିକ ବିଚାରବୋଧରେ ବିରକ୍ତ ହୋଇ ସଲମନ୍ ଏପରି କରିଥିବା କଥା ପତ୍ରିକା କହିଛି।

କିନ୍ତୁ ସ୍ଥାନୀୟ ସାପ୍ତାହିକ ପତ୍ରିକା ଦାବି କରିଛି ଯେ ବିମାନରେ ଯାନ୍ତ୍ରିକ ତ୍ରୁଟି ନ ଥିଲା। ପାକିସ୍ତାନୀ ପ୍ରତିନିଧି ଦଳଙ୍କୁ ସେ ବିମାନର ଓହ୍ଲାଇ ଦେବା ନିମନ୍ତେ କହିବାରୁ ଇମ୍ରାନ୍ ଖାଁ ଅପମାନ ଅନୁଭବ କରିଥିଲେ।

