Fri. Mar 6th, 2026
287 Views

ଭୁବନେଶ୍ୱର, ଜୁଲାଇ ୨୯  : ରାଜ୍ୟବାସୀଙ୍କ ପାଇଁ ଆଶ୍ଵସ୍ତୀକର ଖବର। ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ 878 କରୋନା ସଂକ୍ରମିତ ରୋଗୀ । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି କ୍ରମରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 18938କୁ ବୃଦ୍ଧି ହୋଇଛି।

ସୁଚନାନୁଯାୟୀ, ଆଜି ଗଞ୍ଜାମରୁ ସର୍ବାଧିକ 396, ଖୋର୍ଦ୍ଧାରୁ 114, ଗଜପତିରୁ 49, ଜଗତସିଂହପୁରରୁ 44, କୋରାପୁଟରୁ 35, ବାଲାଶ୍ଵରରୁ 33, କନ୍ଧମାଳରୁ 29, ଅନୁଗୁଳରୁ 26, କେଉଁଝରରୁ 23, ନୟାଗଡ଼ରୁ 16, କଟକରୁ 14,  ସୁନ୍ଦରଗଡରୁ 14, ଭଦ୍ରକରୁ 13, ମାଲକାନଗିରିରୁ 11,  ଯାଜପୁରରୁ 10, କେନ୍ଦ୍ରାପଡାରୁ 8, ବରଗଡ, ବୌଦ୍ଧ ଏବଂ ଢେଙ୍କାନାଳରୁ 7, ଝାରସୁଗୁଡାରୁ 5, ବଲାଙ୍ଗୀର ଏବଂ ପୁରୀରୁ 4, ନୁଆପଡା ଏବଂ ରାୟାଗଡାରୁ 3, ମୟୂରଭଞ୍ଜରୁ 2, ସମ୍ବଲପୁରରୁ 1 ସୁସ୍ଥ ହୋଇଛନ୍ତି।

By amfnews

Related Post