408 Views ଭୁବନେଶ୍ୱର: ଶୁକ୍ରବାର ଅପରାହ୍ଣ ୪: ୩୦ରେ ବିଜୁ ଜନତା ଦଳର ସ୍ୱତନ୍ତ୍ର ପ୍ରତିନିଧି ଦଳ ନୂଆଦିଲ୍ଲୀ ଠାରେ ଭାରତର ନିର୍ବାଚନ କମିସନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ଉପସ୍ଥାପନ କରିବା ନିମନ୍ତେ ଭେଟିବେ। ବିଜୁ ଜନତା ଦଳର ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଏ କଥା ଗଣମାଧ୍ୟମକୁ ଜଣାଇଛନ୍ତି। Post navigation Road mishap; Two former block chairman killed and three injuredଏୟାର୍ ଇଣ୍ଡିଆ ବିମାନରେ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରି ଜେଲ୍ ଗଲେ ଇଂଲଣ୍ଡର ବଡ଼ ଓକିଲ