Fri. Mar 6th, 2026

ଆଇଏଏସସ୍ତରରେ ପଦୋନ୍ନତି, ସଞ୍ଜୀବ ଚୋପ୍ରାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟା ଦାୟିତ୍ବ

450 Views

ଭୁବନେଶ୍ବର, ଡିସେମ୍ବର ୩୧ : ରାଜ୍ୟ ସରକାର ଆଇଏଏସସ୍ତରରେ ପଦୋନ୍ନତି ଦେଇଛନ୍ତି । ସେଥିରେ ଗୃହ ବିଭାଗର ସଚିବ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ସଞ୍ଜୀବ ଚୋପ୍ରାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି।

ଏହା ସହ ଶାଶ୍ୱତ ମିଶ୍ର, ବୀର ବିକ୍ରମ ଯାଦବ, ବିଶାଲ ଦେବ, ଭିନିଲ କ୍ରିଷ୍ଣା, ରତ୍ନାକର ରାଉତ ଓ ଦାଶରଥି ଶତପଥୀଙ୍କୁ ପଦୋନ୍ନତି ମିଳିଛି।

ସେହିପରି ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଅଞ୍ଜନ କୁମାର ମାନିକ୍, ବେଣୁଧର ବେହେରା, ସୁରେଶ ଚନ୍ଦ୍ର ଦଳାଇ, ଦେବେନ୍ଦ୍ର ଜେନା, ଭୂପିନ୍ଦର ସିଂ ପୁନିଆ, ଯାମିନୀ ଷଡ଼ଙ୍ଗୀ, ଏମ୍. ମୁଥୁକୁମାର ଏବଂ ବି. ପରମେଶ୍ୱରନ୍‌ଙ୍କୁ ମଧ୍ୟ ପଦୋନ୍ନତି ମିଳିଛି।

ଗୁହା ପୁନମ୍ ତାପସ କୁମାର, ମାଗୁଣି ଚରଣ ପାତ୍ର, ବୃନ୍ଦାବନ ବେହେରା, ଧନଞ୍ଜୟ ହେମ୍ବ୍ରମ୍, ଗଙ୍ଗାଧର ପାତ୍ର, ପବିତ୍ର ମଣ୍ଡଳ, ସୁନୀଲ କୁମାର ନାୟକ, ବଟକୃଷ୍ଣ ଦେହୁରୀ ଓ ନିଖିଲ ପବନ କଲ୍ୟାଣଙ୍କୁ ବି ପଦୋନ୍ନତି ଦିଆଯାଇଛି । ମନୀଷ ଅଗ୍ରୱାଲ, ବିନୀତ ଭରଦ୍ୱାଜ, ପମା ଟୁଡୁ, ସ୍ମୃତି ରଞ୍ଜନ ପ୍ରଧାନ, ସିଦ୍ଧାର୍ଥ ଦାସ, ପି. ଅନ୍ୱେଷା ରେଡି, ପାଟିଲ ଆଶିଷ ଈଶ୍ୱର, ଦିବାକର ଟି. ଏସ୍ ଓ ହେମକାନ୍ତ ସାଏଙ୍କୁ ମଧ୍ୟ ଉପରିସ୍ଥ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି ।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post