Sat. Mar 7th, 2026

ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଲେ ସୁପ୍ରିମ୍‌କୋର୍ଟ

344 Views

ଦିଲ୍ଲୀ,ଜାନୁଆରୀ 05 : ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ କାମକୁ ସୁପ୍ରିମ୍‌କୋର୍ଟ ମଞ୍ଜୁରୀ ଦେଇଛନ୍ତି । ତେବେ ନୂଆ ସଂସଦ ଭବନ ନିର୍ମାଣରେ  ବାଧା ସୃଷ୍ଟି କରିଥିଲା ସୁପ୍ରିମ୍‌କୋର୍ଟ । ତେବେ ଆଜି ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ନିର୍ମାଣ ଅଞ୍ଚଳରେ ସ୍ମୋଗ୍ ଟାଓ୍ବାର ଲଗାଇବା ଅନିବାର୍ଯ୍ୟ ।

୧୨୨୪ ଆସନ ବିଶିଷ୍ଟ ସେଣ୍ଟ୍ରାଲ ହଲ୍ ମଧ୍ୟ ନିର୍ମାଣ ହେବ। ଏଠାରେ ୧୦ଟି ବିଲ୍ଡିଂ ନିର୍ମାଣ କରାଯିବ। ସେଥିରେ ୫୧ଟି ମନ୍ତ୍ରଣାଳୟ ରହିବ। ଆଉ ମଧ୍ୟ କହିଛନ୍ତି ଯେ ପ୍ରସ୍ତାବିତ ଅଞ୍ଚଳରେ ୮୭୬ ଆସନ ବିଶିଷ୍ଟ ଲୋକ ସଭା ଏବଂ ୪୦୦ ଆସନ ବିଶିଷ୍ଟ ରାଜ୍ୟ ସଭା ନିର୍ମାଣ କରାଯିବ। 

By amfnews

Related Post