Sat. Mar 7th, 2026

ସୁନାବେଡ଼ା ମୁନିସିପଲିଟି ରେ ଗାନ୍ଧୀ ଜୟନ୍ତୀ ପାଳିତ…..

359 Views

କୋରାପୁଟ ଜିଲ୍ଲା ସୁନାବେଡା ମୁନିସିପାଲିଟି ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି | ଏହି ଅବସରରେ ସୁନାବେଡା ମୁନିସିପାଲିଟି ଚେୟେର ପେରସନ ଶ୍ରୀମତୀ ଶୁଭଶ୍ରୀ ମଲ୍ଲିକଙ୍କ, ରତ୍ନାକର ନନ୍ଦ, ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର, କୋରାପୁଟ ଜିଲ୍ଲା ଉପ ସଭାପତି ଭାରତ ମଲ୍ଲିକ, ଜିଲ୍ଲା ବି.ଯେ.ଡି ସାଧାରଣ  ସମ୍ପାଦକ ପ୍ରଭାତ ସୁତାର, ବି.ଯେ.ଡି ଜିଲ୍ଲା ଯୁବ ସଭାପତି ଅମିତ  ଅଗ୍ରୱାଲ ଓ  ପ୍ରତ୍ୟେକ ୱାର୍ଡ କାଉନସିଲର ଯୋଗ ଦେଇଥିଲେ | ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତି ରେ ପୁଷ୍ପମାଳ ଅର୍ପଣ କରିବା ସହ ଗାନ୍ଧିଜୀଙ୍କ ଇତିହାସ, ଜୀବନ ସୋଇଳି ଉପରେ ଆଲୋକପାତ କରାଯାଇଥିଲା |

By amfnews

Related Post