Sun. Mar 8th, 2026

ଶ୍ରୀମନ୍ଦିର ସମ୍ମୁଖ ବାରିକେଡ୍ ଉପରେ ଲାଗିଥିବା ପ୍ଲାଷ୍ଟିକ କଭର ଛିଣ୍ଡିଲା

170 Views

ପୁରୀ  : ଶ୍ରୀମନ୍ଦିର ସମ୍ମୁଖରେ ନୂତନ ବାରିକେଡ୍ ଉପରେ ଲାଗିଥିବା ପ୍ଲାଷ୍ଟିକ୍ କଭର ଛିଣ୍ଡି ପଡ଼ିଛି। ଗତକାଲି ସାମାନ୍ୟ ବର୍ଷାରେ ପାଲଟି ଛିଣ୍ଡି ପଡ଼ିଥିଲା। ଏଥିଯୋଗୁ ଅନେକ ଶ୍ରଦ୍ଧାଳୁ ଭିଜି ଯାଇଥିଲେ। ନୂଆବର୍ଷ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଏହି ନୂତନ ବାରିକେଡ୍ କରାଯାଇଥିଲା। ନିର୍ମାଣ ହେବାର ମାତ୍ର ଗୋଟିଏ ମାସ ପରେ ଏହି ପ୍ଲାଷ୍ଟିକ କଭର ଛିଣ୍ଡିଯାଇଛି।

By amfnews

Related Post