Sun. Mar 8th, 2026

ରୋହିତଙ୍କୁ ଟାଇମସ୍‌ ପାୱାର ମ୍ୟାନ୍ ଅଫ୍ ଦି ଇୟର ପୁରସ୍କାର

393 Views

ଭୁବନେଶ୍ବର : ରେଢ଼ାଖୋଲର ବିଧାୟକ ରୋ‌ହିତ ପୂଜାରୀଙ୍କୁ ରାଜନୈତିକ ନେତୃତ୍ବ ଓ ସାମାଜିକ କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଟାଇମସ୍ ପାୱାର ମ୍ୟାନ୍ ଅଫ୍ ଦି ଇୟର ୨୦୧୯ ପୁରସ୍କାର ପ୍ରଦାନ କରାଯାଇଛି। କୋଲକାତାର ଆଇଟିସି ରୟାଲ୍‌ ବେଙ୍ଗଲ୍‌ ହୋଟେଲ୍‌ରେ ଟାଇମସ୍ ଅଫ୍‌ ଇଣ୍ଡିଆ ଗ୍ରୁପ୍ ପକ୍ଷରୁ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ବଲିଉଡ୍‌ ତାରକା ସୁନୀଲ ସେଟ୍ଟିଙ୍କ ଠାରୁ ଶ୍ରୀ ପୂଜାରୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

By amfnews

Related Post