Sun. Mar 8th, 2026

ରେଳ ଧାରଣା ଉପରୁ ଯୁବକର ଖଣ୍ଡବିଖଣ୍ଡ ଶବ ଉଦ୍ଧାର

270 Views

ଅନଗୁଳ: ବୁଧବାର ସକାଳେ ଜରପଡ଼ା ଥାନା ଅନ୍ତର୍ଗତ ତୁକୁଡ଼ା ଗ୍ରାମ ନିକଟରେ ଥିବା ରେଳବାଇ ଫାଟକ ଧାରଣା ଉପରୁ ପୁଲିସ ଖଣ୍ଡବିଖଣ୍ଡ ହୋଇଥିବା ଜଣେ ଯୁବକଙ୍କ ଶବ ଉଦ୍ଧାର କରିଛି।

ମୃତ ଯୁବକ ହେଉଛନ୍ତି କୁଣ୍ଢେଇଗୁଳା ଥାନା ଅଧୀନସ୍ଥ ସୁରୁଙ୍ଗପାଳ ଗ୍ରାମର ୨୬ ବର୍ଷିୟ ଉଲୁ ମାହାର। ମୃତ ଉଲୁ ୭ ବର୍ଷ ହେବ ବାହା ହୋଇ ତୁକୁଡ଼ା ଗ୍ରାମରେ ଘରଜ୍ୱାଇଁ ଭାବେ ବସବାସ କରୁଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post