Sat. Mar 7th, 2026

ରାଜ୍ୟସଭା ସାଂସଦଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଲେ ବିଜେଡିର ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର

189 Views

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦଭାବେ ବିଜେଡିର ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ଆଜି ରାଜ୍ୟସଭାରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ଭାରତର ଉପରାଷ୍ଟ୍ରପତି  ତଥା ରାଜ୍ୟସଭା ଅଧ୍ୟକ୍ଷ  ଭେଙ୍କେୟା ନାଇଡୁ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଉଭୟ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ଓଡ଼ିଆ ଭାଷାରେ ଶପଥ ପାଠ କରିଛନ୍ତି।

By amfnews

Related Post