186 Views
ରାଉରକେଲା, ଜାନୁଆରୀ 06 : ରାଉରକେଲା ଇସ୍ପାତ କାରଖାନା କୋଲ କେମିକାଲ ଡିପାର୍ଟମେଣ୍ଟରେ ଗ୍ୟାସ ଲିକ ହୋଇଛି । ଏଥିରେ 10 ଜଣ ଆରଏସପି କର୍ମଚାରୀ ଅସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 2 ଜଣଙ୍କ ମୃତ୍ୟ ଘଟିଛି ।
10 ଜଣଙ୍କ ମଧ୍ୟରୁ 6 ଜଣ କାରଖାନା ଭିତରେ ଥିବା ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି । ଅନ୍ୟ 4 ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଂକଟପର୍ଣ୍ଣ ଥିଲା । ସେଥିରୁ 2 ଜଣଙ୍କ ମୃତ୍ୟୁ ଘଟିଛି । ଆଉ 2ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।