Mon. Mar 9th, 2026

ରମଣ ସିଂହ ହସ୍ପିଟାଲରେ ଭର୍ତ୍ତି

151 Views

ନୂଆଦିଲ୍ଲୀ: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ହରିଆନାର ଗୁରୁଗ୍ରାମ୍‌ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।View image on Twitter

ସୂଚନାଯୋଗ୍ୟ, ବିଜେପିର ଏହି ବରିଷ୍ଠ ନେତା ଗତ ୨ ଦିନ ହେଲା ଦିଲ୍ଲୀରେ ଥିଲେ। ୨୨ ତାରିଖ ଦିନ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଥିଲେ।

By amfnews

Related Post