Fri. Mar 6th, 2026

# ମି ଠୁ: ଟେଲି ଅଭିନେତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ, ପ୍ରଯୋଜକ କହିଥିଲେ ପୋଷାକ ଖୋଲ, ତୁମକୁ ବିକିନିରେ ଦେଖିବାର ଅଛି

# ମି ଠୁ: ଟେଲି ଅଭିନେତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ, ପ୍ରଯୋଜକ କହିଥିଲେ ପୋଷାକ ଖୋଲ, ତୁମକୁ ବିକିନିରେ ଦେଖିବାର ଅଛି
# ମି ଠୁ: ଟେଲି ଅଭିନେତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ, ପ୍ରଯୋଜକ କହିଥିଲେ ପୋଷାକ ଖୋଲ, ତୁମକୁ ବିକିନିରେ ଦେଖିବାର ଅଛି
658 Views

ଛୋଟ ପରଦାରେ ଅଭିନେତ୍ରୀ ଜସ୍‌ମିନ୍‌ ଭସିନ୍‌ ନିଜ ସହିତ ଘଟିଥିବା ୫ବର୍ଷ ତଳର ଏକ ଲଜ୍ୟନୀୟ ଘଟଣାକୁ ମନେ ପକାଇ କହନ୍ତି, ମୁଁ ଯେତେବେଳେ ମଡେଲ ଥିଲି, ମୋତେ ସେତେବେଳେ ଜଣେ କାଷ୍ଟିଂ ଡାଇରେକ୍ଟରଙ୍କୁ ଭେଟିବାର ଥିଲା। ଏହି ଡାଇରେକ୍ଟର ଗୁଜୁରାଟୀ ଓ ହିନ୍ଦୀ ସିନେମା ନିର୍ମାଣ କରନ୍ତି। ସେ ତାଙ୍କର ଆଗାମୀ ସିନେମା ପାଇଁ ଅଡିସନ୍‌ ନେଉଥିଲେ। ମୁଁ ଯେତେବେଳେ ତାଙ୍କୁ ଭେଟିବାକୁ ଯାଇଥିଲି ସେ ମୋ ସହିତ ବଡ଼ ଆଶ୍ଚର୍ଯ୍ୟଜନକ ଭାବେ କଥାବାର୍ତ୍ତା ହୋଇଥିଲେ। ସେ କହିଥିଲେ ତୁମକୁ ମୁଁ ବିକିନିରେ ଦେଖିବକେୁ ଚାହୁଁଛି, କାରଣ ମୁଁ ବିନା ପୋଷାକରେ କେମିତି ଦିଶୁଛି ସେ ଦେଖିବାକୁ ଚାହୁଁଥିଲେ।’

By amfnews

Related Post