Tue. Nov 26th, 2024

ମହାରାଷ୍ଟ୍ରରେ ରେକର୍ଡ ହୋଇଛି ଲଗାତର ଦୁଇ ଥର ଭୂକମ୍ପ

By amfnews Jun 20, 2019 #Featured
90 Views

ମୁମ୍ବାଇ: ମହାରାଷ୍ଟ୍ରର ସତାରା ଜିଲ୍ଲାରେ ବୁଧବାର ସକାଳେ ଲଗାତର ଦୁଇଟି ଭୂକମ୍ପ ହୋଇଥିବା ରେକର୍ଡ କରାଯାଇଛି। ଏହି ଦୁଇ ଥର ହୋଇଥିବା ଭୂକମ୍ପର ତୀବ୍ରତା ରିଚଟର ସ୍କେଲ୍‌ରେ ୪.୮ ଓ ୩.୦ ବୋଲି ଭାରତୀୟ ପାଣିବାଗ ବିଭାଗ ସୂତ୍ରରୁ ଜାଣିବାକୁ ମିଳିଛି। ପ୍ରଥମେ ସକାଳ ୭.୪୭ ସମୟରେ ଏହି ଭୂକମ୍ପ ହୋଇଥିବା ବେଳେ ଦ୍ୱିତୀୟ ଭୂକମ୍ପ ୮.୨୭ରେ ହୋଇଥିବା ରେକର୍ଡ କରାଯାଇଛି। ଏହି ଭୂକମ୍ପରେ କେହି ମୃତାହତ ହୋଇନାହାନ୍ତି।

By amfnews

Related Post